ଆଜିଠାରୁ ଲକ୍‌ଡାଉନ୍: ଟିକାକରଣ, ଟେଷ୍ଟିଂ ଜାରି ରହିବ

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାର ଗତ ମାସରେ ଅନେକ ପଦକ୍ଷେପ ‌ନେଇଥିଲେ। କିନ୍ତୁ ସଂକ୍ରମଣ ନଅଟକିବାରୁ ଏବେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ୫ ତାରିଖ ବୁଧବାର ଠାରୁ ରାଜ୍ୟରେ ଲକ୍‌ଡାଉନ୍ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ … Continue reading ଆଜିଠାରୁ ଲକ୍‌ଡାଉନ୍: ଟିକାକରଣ, ଟେଷ୍ଟିଂ ଜାରି ରହିବ